ପରଜାପତି – ରୁଦ୍ରରୂପା ବ୍ରହ୍ମା

ଫୁଲରୁ ଫୁଲ ଉଡି ଉଡିକା ଖୁସିରେ ଗାଏ ଗୀତ ପରଜାପତି ସୁନ୍ଦର ଅତି ଫୁଲ ପରା ତା' ମିତ । *୧* ରୂପ ରଙ୍ଗରେ ତୁଳନା ନାହିଁ ମନକୁ କିଣେ ଆମ ନାନା ରଙ୍ଗର କେଡ଼େ ସୁନ୍ଦର ଛୋଟ ତା' ବଡ଼ କାମ । *୨* କିଏ ଏହାକୁ ତିଆରି କଲା ଏତେ ଯତନେ ସତେ ଦେହ କୋମଳ ମନ ନିର୍ମଳ କଉତୁକିଆ ଏତେ । *୩* ଉଡି ଉଡିକା ସରାଗେ କେତେ ଚାଖେ ସେ ମିଠା …

ମୋ ପ୍ରିୟ ପାଠଶାଳା – ଶିଶୁକବି ରୁଦ୍ରରୂପା ବ୍ରହ୍ମା

ସୁନ୍ଦର କୋଠା ସୁନ୍ଦର ଶ୍ରେଣୀ ମନକୁ ମୋର ନେଇଛି କିଣି ମୋ ପ୍ରିୟ ପାଠଶାଳା । ତା ପରିବେଶ ଭାରି ସରସ କରୁଛି ମତୁଆଲା ।। ମୋଅର ପ୍ରିୟ ଅତି ନିଜର ଅଟନ୍ତି ଗୁରୁ ଗୁରୁମା ମୋର ସୁଖ ଦୁଃଖରେ ସାହା । ପଢ଼ା ତାଙ୍କର ଉଚ୍ଚକୋଟୀର ଭୁଲି ହୁଏନି ତାହା ।। ପ୍ରାର୍ଥନା ସଭା ମନକୁ ଛୁଏଁ ପିଲାଙ୍କ ଧାଡି ଶୃଙ୍ଖଳା କହେ ମନକୁ ନିଏ କିଣି । ସଭିଙ୍କ କଣ୍ଠେ ଗୋଟିଏ ବାଣୀ ନମୋ …

ଆଧୁନିକ ଡାକଵାଲା – ରୁଦ୍ରରୂପା ବ୍ରହ୍ମା

ଦିନ ଦ୍ବିପହରେ ଜଣେ କବାଟକୁ ବାଡେଇଲା, ଛୋଟିଆ ଚିଠିଟେ ଆଣି ହାତକୁ ମୋ ବଢ଼ାଇଲା ।୧। ପଚାରିଲି ବାବାଙ୍କୁ ମୁଁ କିଏ ସେ ଲୋକଟି ଥିଲା, ଉତ୍ତରରେ କହିଲେ ସେ ଆଧୁନିକ ଡାକବାଲା ।୨। ନ ଥିଲା ଖାକି ପୋଷାକ କାନ୍ଧେ ତାର ଖାକି ମୁଣି, ସାଇକଲଟି ଯାଇଛି ଏବେ ଗାଡ଼ିରେ ବଦଳି ।୩। ମୁଣିରୁ ସେ ଚିଠି କାଢି ଜମାରୁ ବଢ଼ାଉନାହିଁ, ଗାଡିର ଡିକିରେ ସବୁ ରଖି ବୁଲି ଆସେ ସେହି ।୪। ମୁଣ୍ଡରୁ ହଜିଛି …

ପ୍ରଥମ ବର୍ଷା – ଶିଶୁକବି ରୁଦ୍ରରୂପା ବ୍ରହ୍ମା

ରବିର କିରଣେ ପୃଥିବୀ ଆମର ଅହା କି ଗରମ ଥିଲା । ତାହାରି ଭିତରେ ପ୍ରଥମ ବରଷା ନୂତନ ଜୀବନ ଦେଲା ।। ଶୁଖିଲା ଟାଙ୍ଗରା ନିରସ ମାଟିଟା ପାଣିକୁ ଅନାଇ ଥିଲା । ନୂଆ ବରଷାର ପ୍ରଥମ ଜଳରେ ଶାନ୍ତି ଟିକେ ଦେଇଗଲା ।। ଗଛର ବ୍ୟାକୁଳ ଶୁଖିଲା ପତର ବରଷାକୁ ଖୋଜୁଥିଲା । ତା'ର ଦୁଃଖ ଦେଖି କଳାମେଘ ଆସି ପାଣି ଢାଳିଦେଇଗଲା ।। ମଣିଷଟା ପରା ବରଷା ଜଳକୁ ବରଷ ପରେ ଦେଖିଲା …

ବାପୁଜୀ – ଶିଶୁକବି ରୁଦ୍ରରୂପା ଵ୍ରହ୍ମା

ଦେଶକୁ ସ୍ୱାଧୀନ କଲ ହେ ତୁମେଲାଠି ମାଡ଼ ଖାଇ ଖାଇ ।ଖଦଡ଼ ଲୁଗା ପିନ୍ଧି ବାହାରିଲବାପୁ ନାମେ ଚିହ୍ନା ଦେଇ ।।ସମ୍ବଲପୁରରେ ପୂଜା ପାଉଅଛଭାତରା ଗ୍ରାମରେ ଥାଇ ।ସଭିଙ୍କ ହୃଦୟେ ସ୍ଥାନ ଭରିଛ ଜାତୀୟ ପିତା ବୋଲାଇ ।।ଦେଶକୁ ସ୍ୱାଧୀନ କରିବା ପାଇଁଦଳପତିର ନେତୃତ୍ୱ ନେଲ ।ସତ୍ୟ ଅହିଂସା ଆନ୍ଦୋଳନ କରିଏ ଦେଶକୁ ରକ୍ଷା କଲ ।।କିଏ ଜାଣିଥିଲା ତୁମ ପାଖରେଭାରତ ଋଣୀ ରହିବ ।ସରଳ ଜୀବନ ଉନ୍ନତ ମନକୁବିଶ୍ୱ ପ୍ରଶଂଶା କରିବ ।।'କହିବା ଆଗରୁ କରିବା …

ଆସ ସାବଧାନ ହେବା – ଶିଶୁ କବି ରୁଦ୍ରରୂପା ଵ୍ରହ୍ମା

ଥିଲା ପରିବେଶ କେଡେ ସୁନ୍ଦର ।ସବୁଜ ଶୀତଳ ସୁ ମୋନହର ।।ଗଛ ଡା଼ଳେ ବସି ବିହଂଗ ମାନେ ।ଗାଉଥିଲେ ଗୀତ ଆନନ୍ଦ ମନେ ।।ଜଙ୍ଗଲରେ ଥିଲେ ଅନେକ ପଶୁ ।ଜଗୁଥିଲେ ଆମ ପରିବେଶକୁ ।।ଶିକାର କରିଲେ ଶିକାରୀ ଭାଇ ।ଜଙ୍ଗଲରେ ପଶୁ ରହିବେ କାହିଁ ?ନେଇଗଲେ ମାଂସ ଚମଡା ହାଡ଼ ।ଦୂର ଦେଶେ କଲେ ଭଲ ବେପାର ।।କାଟି ନେଇଗଲେ ସମସ୍ତ ଗଛ ।ପରିବେଶ ଏବେ ହେଲା ଦୂଷିତ ।।ଗଢି କାରଖାନା ଚଢିଲେ ଗାଡି ।ବାହାରିଲା ଏବେ …