ତପସ୍ୱୀ ଗ୍ରୀଷ୍ମ – ହେମନ୍ତ କୁମାର ବରାଇ

କୁସୁମିତ କୁସୁମାକର ଚିର ଲାଳିତ୍ଯ ସନ୍ଧ୍ଯା ସନ୍ଧ୍ଯାରାଗ ସନ୍ଧ୍ଯାପୁଷ୍ପୀ ରେ ଭୂଷିତ || ପ୍ରସାରି ନାକପ୍ରଭା ପ୍ରଭାରେ ଶୋଭନୀୟ ପ୍ରକୃୃତି କୃତି ଧରି ଭୂଧର ତନମୟ || କର ସବିତା ସ ବି-ତାନ ବିତାନ ନଭେ ଘନ ଘନ ମଣ୍ଡିତ ରଙ୍ଗ ମଣ୍ଡିତ ନଭେ || ଦିବାକର କର ତେଜି ମଧୁର ପ୍ରଦାେଷ ରସ ରସିତ ସରସୀ ବିମ୍ବ ଶୋଭା ବଶ || ମଞ୍ଜରୀ ଭାନୁ ଭାନୁ ଲଭିଣ ମଞ୍ଜୁ ରୀତି ଅରୁଣ ଅରୁଣ କରେ ପନ୍ନାସମ …

ସୂର୍ଯ୍ୟ – ହେମନ୍ତ କୁମାର ବରାଇ

ଭଗବାନ ବିରାଟଙ୍କ ନୟନୁ ଯାହାର ଅଭିବ୍ୟକ୍ତି ସେ ଜ୍ୟୋତିଧନ ସହସ୍ରକର ।। ଭାରତୀୟ କର୍ମନିଷ୍ଠ ଦ୍ବିଜାଦି ଜଗତ କରନ୍ତି ଯା'ନାମେ ଦିବ୍ୟାଞ୍ଜଳୀ ନିବେଦିତ ।। ସମସ୍ତ ଚରାଚର ଜନ ଜୀବନ ଦାତା ଉଷ୍ଣତା ଜ୍ଞାନର ସ୍ବରୂପ ଭାଗ୍ୟବିଧାତା ।। ଅଙ୍ଗରେ ଯଥା ଆତ୍ମାର ଚୈତନ୍ୟ ପ୍ରକାଶ ହୁଏ ତବ କରେ ପ୍ରକୃତି ପ୍ରବୃତ୍ତି ବିକାଶ ।। ନାହିଁ ତବ କିରଣରେ ଭେଦାଭେଦ ଭାବ ଦ୍ବିଜାଦ୍ବିଜ ଲଭନ୍ତି ତବ ଜ୍ୟୋତି ବିଭବ ।। ସିମୀତ ଆଦାନ ଅସିମୀତ ବିସରଣ …

କାବ୍ୟ – ଅରୁକ୍ଷ (ଣ-ଚମ୍ପୁ) – ହେମନ୍ତ କୁମାର ବରାଇ

(ଣ-ଚମ୍ପୁ) (ପ୍ରଥମ ଭାଗ) ରାଗ-ତୋଡି ପରଜା/ଆଦିତାଳଅମରେଶାନନ ଚାହିଁ ପଦ୍ମାସନ ଏ ସୁତ ଆମ୍ଭ ଭଗାରୀଅଖଣ୍ଡ ପ୍ରତାପ ନାହିଁ ପରିମାପ ନାଶିବ ଆମ୍ଭ ଭଗାରି ||ଅରାତି ନାଶିବ ଅଗ୍ରଗଣ୍ୟ ହେବ ହୋଇ ସଙ୍କଟ ସନ୍ଧାନୀଅଗ୍ନିକଳ୍ପ ସୁତ ହୋଇଛି ବିହିତ ହୋଇଲେ ଦେବ ସେନାନୀ ||ଅତୃପ୍ତ ସୁମନା ନହୁଅ ବିମନା ଶତ୍ରୁ ନାଶିବ ଏ ସୁତଅଜର ଆକୁଳ ହରିବ ଦୁର୍ବଳ କୁ ସାହା ହୋଇ ଅଜିତ ||ଅଧ୍ୱଗା ର କୂଳେ ଶରବଣ ସ୍ଥଳେ ପ୍ରଥମେ ପଡିଲେ ଯେଣୁଅନେକ ନାମରୁ ଶରଜନ୍ମ …

ଅରୁକ୍ଷ କାବ୍ୟରୁ ‘ଢ’ ଚମ୍ପୂ – ହେମନ୍ତ କୁମାର ବରାଇ

"ଢ" ରାଗ - ଗୌଡା/ତାଳ -ଝୁଲାଢଙ୍ଗ ଦେଖି ଅଙ୍ଗଜ ଦୀପ୍ତ ଶରୀର ତୋଷ                 ନଭୁ ପୁଷ୍ପବୃଷ୍ଟି ଯେ ଅଶେଷ ||ଢଳଢଳ କରି ଧରି ସୁବର୍ଣ୍ଣ କଳସ                 ଭରି ଆଣିଲେ ଜାହ୍ନବୀ ରସ ||ଢଳିଲେ ମସ୍ତକେ ସେହି ବିଷ୍ଣୁପଦୀ ରସ            ଅଭିଷେକ କଲେ ହୋଇ ତୋଷ ||ଢଙ୍ଗ ବଢାଇ ଅଙ୍ଗକୁ ସୁନ୍ଦର …

”ଅରୁକ୍ଷ”କାବ୍ୟରୁ “ଡ”ଚମ୍ପୁ – ହେମନ୍ତ କୁମାର ବରାଇ

(ରାଗ - ଭାଟିଆରୀ/ଆଠତାଳି)ଡହଳବିକଳ ସୁରଗଣ,ଡ ଧର ସୁତେ ଦେଖ୍ ପ୍ରସନ୍ନଡକା କରି ଗଙ୍ଗା କୂଳେ ଅନେକଉତ୍ସବ କଲେକ ଚତୁରାନନ ||ଡ ନାଶି ମନୁ ହୋଇ ହରଷ,ଡ ପ୍ରକାଶି ବିହିତ ବିଳାସଡେଙ୍ଗୁରକ ଦୁନ୍ଦୁଭି ବେଣୁ ବୀଣାଶଙ୍ଖ ମହୁରୀ ବାଜିଲା ବିଶେଷ ||ଡ କରି ସୁଲଳିତ କଣ୍ଠରେ,ଡାକିଲେ ଦେବଗୁରୁ ସାଧରେଡ ନାଶିବେ ପଞ୍ଚ ବିଂଶତି ବ୍ୟଞ୍ଜନବର୍ଣ୍ଣ ମଙ୍ଗଳାଷ୍ଟକ ପାଠରେ ||ଡକା କରିଲେ ବିହଙ୍ଗଗଣ,ଡାଙ୍ଗ ବିନୋଦିତ ସମିରଣଡମ୍ବର କରି ସଙ୍ଗତରେ ମିଳିନୃତ୍ୟ କରିଲେ ଅପସରା ଗଣ ||          …

ଅରୁକ୍ଷ କାବ୍ୟ ରୁ “ଠ” ଚମ୍ପୁ – ହେମନ୍ତ କୁମାର ବରାଇ

ରାଗ - ତୋଡି ଦେଶାକ୍ଷ (ଆଠ ତାଳି)ଠଉରାଇ ପ୍ରଜାପତି       ଜଳୁ ମଞୁଷା ଝଟତି        ଅଣାଇ କଲେକ ଯାହା ଉଚିତ ରେ ।।ଠୋ କରିଣ ମୁଦ ଭାଙ୍ଗି   ସରସ ହରଷ ଦେଖି        ଅଙ୍ଗ ଅଙ୍ଗହୀନ-ନାଶନ ସୁତ ରେ ||ଠକାର ମୁଖ ମଣ୍ଡଳ      ପ୍ରକାଶି ରୁଚି ସକଳ       ବଢିଲା ଦେହ ହୋଇ ବଳବନ୍ତ ରେ ||ଠାର ବୁଝିବା ଜଟିଳ      ନବଘନ …